ସରିଲା ଉପନିର୍ବାଚନ;”ଇଭିଏମ”ରେ ସିଲ ପ୍ରାର୍ଥୀଙ୍କ ଭାଗ୍ୟ!

ଭୁବନେଶ୍ବର ତା-୦୩-୧୧-୨୦୨୦ ରାଜ୍ଯର ଦୁଇ ଦୁଇଟି ନିର୍ବାଚନ ମଣ୍ଡଳୀରେ ଶେଷ ହେଲା ଉପନିର୍ବାଚନ।ବାଦ ବିବାଦ, ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି ମଧ୍ଯରେ ପ୍ରଚାର ସରିଥିବା ବେଳେ ଆଜି ଭୋଟ ଗ୍ରହଣ ସରିଯାଇଛି। ଏ ନେଇ ନିର୍ବାଚନ କମିସନର ସୂଚନା ଦେଇଛନ୍ତି। ତେବେ ବାଲେଶ୍ୱରର ସଦର ହେଉ କି ଜଗତସିଂହପୁର ଜିଲ୍ଲା ର ତିର୍ତ୍ତୋଲ ହେଉ, ଦୁଇଟି ଯାକ ସିଟ ବିଜେପି ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ କଂଗ୍ରେସ ପାଇଁ ଦଳର ସ୍ଥିତି ପରଖିବାର ସମୟ। … Continue reading ସରିଲା ଉପନିର୍ବାଚନ;”ଇଭିଏମ”ରେ ସିଲ ପ୍ରାର୍ଥୀଙ୍କ ଭାଗ୍ୟ!